ମହାମାୟାଙ୍କ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

Oct 10, 2024 - 12:47
 0  3
ମହାମାୟାଙ୍କ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା। ଚାରିଆଡ଼େ ଚାଲିଛି  ମା’ଙ୍କ ପୂଜାର୍ଚ୍ଚନା । ପୀଠରେ ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ଜାରି ରହିଛି ମାଙ୍କ ସପ୍ତମୀ ପୂଜା। ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ଜମିଛି ଶ୍ରଦ୍ଧାଳୁମାନଙ୍କର ଭିଡ଼ ।  ପୂଜା ପାଇଁ ଭୁବନେଶ୍ୱର, କଟକ ସମତେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ହୋଇଛି ବ୍ୟାପକ ଆୟୋଜନ।

What's Your Reaction?

like

dislike

love

funny

angry

sad

wow