ରାଜ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ପ୍ରଯୋଜକ ରାଜ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ। ୨୦୨୧ ପର୍ଣ୍ଣୋଗ୍ରାଫି ମାମଲାରେ ଚଢ଼ାଉ ପରେ ଏବେ ପଚରାଉଚରା ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋମବାର ଦିନ ୧୧ଟା ସୁଦ୍ଧା ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ ଦିଆଯାଇଛି ନିର୍ଦ୍ଦେଶ।ଦୁଇ ଦିନ ତଳେ କୁନ୍ଦ୍ରାଙ୍କ ଘର ସମେତ ମୁମ୍ବାଇ ଓ ଉତ୍ତରପ୍ରଦେଶର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨
What's Your Reaction?






