ରାଜ୍ୟରେ ଆଗକୁ ହେବ ପ୍ରଚଣ୍ଡ ତାତି

While winter has not completely bid farewell to the state at night, daytime heat has already started making its presence felt. There is no possibility of a decline in nighttime cold until the 26th. Meanwhile, daytime temperatures have already touched 34°C. The heat is expected to increase further in the coming days. Around the 15th–16th, temperatures in Jharsuguda may reach 36°C to 37°C, and in Bhubaneswar, it may rise to 35°C. This assessment has been made by weather experts.

Feb 13, 2026 - 13:12
 0  0
ରାଜ୍ୟରେ ଆଗକୁ ହେବ ପ୍ରଚଣ୍ଡ ତାତି

ରାଜ୍ୟରେ ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇ ନଥିବାବେଳେ ଦିନରେ ତାଉ ଦେଖାଇଲାଣି ଖରା। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ଦେଖାଯାଉନି କୌଣସି ସମ୍ଭାବନା । ଏପଟେ ଏବେଠାରୁ ୩୪ ଡିଗ୍ରୀ ସେଲସିୟସ୍ ଛୁଇଁଲାଣି ଦିନ ତାପମାତ୍ରା। ଆଗକୁ ଆହୁରି ବଢ଼ିବ ଖରା  । ଆସନ୍ତା ୧୫/୧୬ ତାରିଖ ବେଳକୁ ଝାରସୁଗୁଡ଼ାରେ ୩୬ କିମ୍ବା ୩୭ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ ଦିନ ତାପମାତ୍ରା। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

What's Your Reaction?

like

dislike

love

funny

angry

sad

wow