ରାଜ୍ୟରେ ଖୋଲିବ ଏଆଇ ବିଦ୍ୟାଳୟ

Jan 25, 2026 - 14:53
 0  0
ରାଜ୍ୟରେ ଖୋଲିବ ଏଆଇ ବିଦ୍ୟାଳୟ

ରାଜ୍ୟରେ ଖୋଲିବ ଏଆଇ ବା କୃତ୍ରିମ ବୁଦ୍ଧିମତା ବିଦ୍ୟାଳୟ। ଏଆଇ କମ୍ପାନୀ ସର୍ଭମ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଏଆଇ ବିଦ୍ୟାଳୟ ଖୋଲିବା ନେଇ ଖୁବ୍‌ଶୀଘ୍ର ହେବ ଚୁକ୍ତି । କୃତ୍ରିମ ବୁଦ୍ଧିମତାଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow