ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ ।

Jul 31, 2024 - 16:40
 0  5
ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ ।

ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର । ଗୃହରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।ସେହିପରି ଯେଉଁ ପରିବାରରେ ବାପ ପୁଅ ଅଲଗା ଅଲଗା ରହୁଥିବେ, ଉଭୟଙ୍କୁ ରାସନ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ। 

What's Your Reaction?

like

dislike

love

funny

angry

sad

wow