ନିଟ୍ ପିଜି ଲାଗି ଇମେଲ ଜରିଆରେ ଆଜି ପ୍ରଦାନ କରାଯିବ ସହରଓ୍ବାରୀ ଆଲଟମେଣ୍ଟ ସ୍ଲିପ

Jul 31, 2024 - 16:48
 0  2
ନିଟ୍ ପିଜି ଲାଗି ଇମେଲ ଜରିଆରେ ଆଜି ପ୍ରଦାନ କରାଯିବ ସହରଓ୍ବାରୀ ଆଲଟମେଣ୍ଟ ସ୍ଲିପ

ନିଟ୍ ପିଜି ଲାଗି ଇମେଲ ଜରିଆରେ ଆଜି ପ୍ରଦାନ କରାଯିବ ସହରଓ୍ବାରୀ ଆଲଟମେଣ୍ଟ ସ୍ଲିପ । ଆସନ୍ତା ଅଗଷ୍ଟ ୮ରେ ମିଳିବ ନିଟ ପିଜି ଲାଗି ଆଡମିଟ କାର୍ଡ ।  ଆସନ୍ତା ଅଗଷ୍ଟ ୧୧ ତାରିଖରେ ନିଟ ପିଜି ପରୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଜୁନ ୨୩ରେ ଏହି ପରୀକ୍ଷା ହେବାର ଥିଲା। ମାତ୍ର ପରେ ଏହାକୁ ଅଗଷ୍ଟ ୧୧କୁ ଘୁଞ୍ଚାଯାଇଥିଲା । ଆଜି ନ୍ଯାସନାଲ ବୋର୍ଡ ଅଫ ଏଗଜାମିନେସନସ ଇନ ମେଡିକାଲ ସାଇନ୍ସେସ ବା NBEMS ପକ୍ଷରୁ ନ୍ଯାସନାଲ ଏଲିଜିବିଲିଟି ତଥା ଏଣ୍ଟ୍ରାନ୍ସ ଟେଷ୍ଟ ପିଜି ଲାଗି ଆଲଟମେଣ୍ଟ ସ୍ଲିପ ପ୍ରଦାନ କରାଯିବ। 

What's Your Reaction?

like

dislike

love

funny

angry

sad

wow