ଶେଷରେ ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ

May 14, 2025 - 13:44
 0  2
ଶେଷରେ ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ

୨୦ ଦିନ କବ୍‌ଜାରେ ରଖିବା ପରେ ଶେଷରେ ବିଏସ୍‌ଏଫ୍‌ ଯବାନ୍‌ ପୂର୍ଣ୍ଣମ ସଙ୍କୁ ଛାଡ଼ିଲା ପାକିସ୍ତାନ । ଅଟ୍ଟାରୀ-ୱାଘା ସୀମା ଦେଇ ସେ ଫେରିଛନ୍ତି ଭାରତ ।  ଗଛ ତଳେ ବିଶ୍ରାମ ନେବାକୁ ଯାଇ ଏପ୍ରିଲ ୨୩ରେ ଭୁଲବଶତଃ ସୀମା ଅତିକ୍ରମ କରି ପାକିସ୍ତାନରେ ପ୍ରବେଶ କରିଥିଲେ ପୂର୍ଣ୍ଣମ , ତାଙ୍କୁ ତୁରନ୍ତ ପାକିସ୍ତନୀ ରେଞ୍ଜର୍ସମାନେ ନେଇଯାଇଥିଲେ ହେପାଜତକୁ  । କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ । 

What's Your Reaction?

like

dislike

love

funny

angry

sad

wow