ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ

Dec 24, 2024 - 15:05
 0  3
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ

ପୋଲିସକୁ ମିଳିଛି ‍ବଡ଼ ସଫଳତା।  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୁଲିସ। ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ ପ୍ରଭାକର। ଏଥିସହ ତାଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କରୁଛନ୍ତି କାମ। 

What's Your Reaction?

like

dislike

love

funny

angry

sad

wow