ହୀରାକୁଦ ଜଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର: ପୁଣି ଖୋଲିଲା ୪ ଟି ଗେଟ୍

Aug 30, 2024 - 13:01
 0  4
ହୀରାକୁଦ ଜଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର: ପୁଣି ଖୋଲିଲା ୪ ଟି ଗେଟ୍

ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି ବର୍ଷା । ଫଳରେ ହୀରାକୁଦ ଜଭଣ୍ଡାରରେ କ୍ରମାଗତ ବୃଦ୍ଧି ପାଉଛି ଜଳସ୍ତର। ଫଳରେ ଆଜି ପୁଣି ୪ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ହେଉଛି ନିଷ୍କାସିତ। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ଟି ଗେଟ୍ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟାଜଳ।

What's Your Reaction?

like

dislike

love

funny

angry

sad

wow