ମୁଁ  ବୁଝିପାରୁ ନାହିଁ କାହିଁକି ଦିଆଯାଉଛି ଜେଡ୍ ପ୍ଲସ୍ ସୁରକ୍ଷା : ଶରଦ ପାୱାର

Aug 30, 2024 - 15:21
 0  3
ମୁଁ  ବୁଝିପାରୁ ନାହିଁ କାହିଁକି ଦିଆଯାଉଛି ଜେଡ୍ ପ୍ଲସ୍ ସୁରକ୍ଷା : ଶରଦ ପାୱାର

ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ନିକଟରେ କେନ୍ଦ୍ର ସରକାର ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାୱାରଙ୍କ ଜେଡ୍ ପ୍ଲସ୍ ସିକ୍ୟୁରିଟି କରିଥିଲେ ବୃଦ୍ଧି । କିନ୍ତୁ ବର୍ତ୍ତମାନ ଏଥିପାଇଁ ମନା କରିଦେଇଛନ୍ତି ଶରଦ ପାୱାର । ସେ ସୁରକ୍ଷା ବଳର ଗାଡ଼ି ନେବା ପାଇଁ ମଧ୍ୟ କରିଦେଇଛନ୍ତି ମନା।ସେ କହିଛନ୍ତି ଯେ , ମୁଁ  ବୁଝିପାରୁ ନାହିଁ କାହିଁକି ଦିଆଯାଉଛି ଜେଡ୍ ପ୍ଲସ୍ ସୁରକ୍ଷା । ଗୃହ ମନ୍ତ୍ରଣାଳୟଙ୍କ ଏହା ପଛରେ ଥିବା ଉଦ୍ଦେଶ୍ୟ ସେ ଜାଣି ନାହାଁନ୍ତି । ଅଧିକାରୀଙ୍କ କହିବାନୁଯାୟୀ ତାଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ମଧ୍ୟ ଜେଡ୍ ପ୍ଲସ୍ ସୁରକ୍ଷା ଦେବା ପାଇଁ ନିଆଯାଇଛି ନିଷ୍ପତ୍ତି। ଏଥିରୁ ଜଣେ ହେଉଛନ୍ତି ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ଏବଂ ଅନ୍ୟ ଜଣେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ।’ ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି କି ହୁଏତ ତାଙ୍କ ବିଷୟରେ କିଛି ସୂଚନା ଆଦାୟ କରିବା ପାଇଁ ଏଭଳି କରାଯାଉଛି ।

What's Your Reaction?

like

dislike

love

funny

angry

sad

wow