ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ଆଉ ୨ଟି ଗେଟ୍ ।

Aug 1, 2024 - 14:56
 0  4
ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ଆଉ ୨ଟି ଗେଟ୍ ।

ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ଆଉ ୨ଟି ଗେଟ୍ । ଏବେ ବର୍ଷାଜଳ ୧୨ଟି ଗେଟ୍ ଦେଇ ହେଉଛି ନିଷ୍କାସନ। ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ହୋଇଥିଲା ବନ୍ଦ।  ଏବେ ଜଳଭଣ୍ଡାରର ଆଉ ୨ଟି ଗେଟ୍ ହୋଇଛି ବନ୍ଦ ।

What's Your Reaction?

like

dislike

love

funny

angry

sad

wow