ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା
ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରର ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ।ହୃଦ୍ଘାତରେ ଆଜି ସକାଳୁ ହୋଇଛି ତାଙ୍କର ଦେହାନ୍ତ ।ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୦ ବର୍ଷ ବୟସ।ଏହୁ ଦୁଖଃଦ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା ଦୀର୍ଘ ୨୦ ବର୍ଷ ହେବ ଧନୁଯାତ୍ରାରେ ନନ୍ଦରାଜା ଅଭିନୟକୁ ତୁଲାଇ ଆସୁଥିଲେ ସତ୍ୟନାରାୟଣ।
What's Your Reaction?