ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା,କମିବ ଶୀତ
ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା । ଫଳରେ କମିବ ଶୀତ। ଆସନ୍ତା ୨ଦିନରେ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା । ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ ପଡ଼ିବ କାକର। ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ ରାତିର ତାପମାତ୍ରା। ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।
What's Your Reaction?