ଆଜି ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ବିଧାନସଭାରେ

Sep 10, 2024 - 11:18
 0  4
ଆଜି ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ବିଧାନସଭାରେ

ଆଜି ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ବିଧାନସଭାରେ। ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲକୁ ଗୃହରେ କରାଯିବ ପାରିତ। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ହେବ  ଆଗତ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧେୟକ କରିବେ ଆଗତ। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଗୃହରେ କେତେକ ଦସ୍ତାବିଜ୍‌ ଏବଂ ରିପୋର୍ଟ ମଧ୍ୟ କରିବେ ଉପସ୍ଥାପନ। ଆଜିକୁ ମିଶାଇ ବଜେଟ ଅଧିବେଶନ ସରିବାକୁ ଆଉ ରହିଛି  ୪ଟି କାର୍ଯ୍ୟଦିବସ । 

What's Your Reaction?

like

dislike

love

funny

angry

sad

wow