ଆମେରିକା-କ୍ୟୁବା ମୁହାଁମୁହିଁ : ୪ ମୃତ

Feb 26, 2026 - 13:20
 0  1
ଆମେରିକା-କ୍ୟୁବା ମୁହାଁମୁହିଁ : ୪ ମୃତ

କ୍ୟୁବା ସମୁଦ୍ରରେ ଆମେରିକୀୟଙ୍କୁ ଗୁଳିମାଡ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ହୋଇଛନ୍ତି ଆହତ । ଏନେଇ କ୍ୟୁବା ସରକାରଙ୍କ କହିଛନ୍ତି ଯେ, ବୁଧବାର ସମୁଦ୍ର ସୀମା ଅତିକ୍ରମ କରିଥିଲା ଏକ ସ୍ପିଡ୍ ବୋଟ୍। ତାଙ୍କୁ ଦେଖି  ଫେରି ଯିବାକୁ କହିଥିଲେ କୋଷ୍ଟ ଗାର୍ଡ । ହେଲେ ,ସେମାନେ ସୁରକ୍ଷା ବାହିନୀ ଉପରକୁ କରିଥିଲେ ଗୁଳିମାଡ଼ । ଏହାର ପାଲଟା ଜବାବ ମଧ୍ଯ ଦେଇଥିଲେ ସୁରକ୍ଷାକର୍ମୀ।  ଏହି ସ୍ପିଡ୍ ବୋଟଟି ଆମେରିକାର ବୋଲି ମିଳିଛି ସୂଚନା। ।

 

What's Your Reaction?

like

dislike

love

funny

angry

sad

wow