ଆସନ୍ତା ୨୬ ତାରିଖରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଆସନ୍ତା ୨୬ ତାରିଖରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ୪୫ ଫୁଟ ଉଚ୍ଚତା ଓ ୨୭ ଫୁଟ ଓସାରର ରଥ ତିଆରି କାମରେ ଲାଗିଛନ୍ତି ୬୧ ଜଣ କାରିଗର । ୨୫ ତାରିଖ ସନ୍ଧ୍ୟା ଅର୍ଥାତ୍ ନେତ୍ରୋତ୍ସବ ପୂର୍ବରୁ ସରିବ ରଥ କାମ । ହାତରେ ଆଉ ୨ ଦିନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଲାଗିପଡ଼ିଛନ୍ତି କାରିଗର ।
What's Your Reaction?