ବିଜେଡିରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ

Mar 22, 2026 - 16:58
 0  1
ବିଜେଡିରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ବିଜେଡିରୁ ନିଲମ୍ବିତ ପରେ ମୁହଁ ଖୋଲୁଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । ଆଜି ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ ପ୍ରେସମିଟ୍ କରି କହିଛନ୍ତି ଯେ, ନିଲମ୍ବନ ନୁହେଁ, ବହିଷ୍କାର କରିଥିଲେ ମୁଁ ଖୁସି ହୋଇଥାଆନ୍ତି । ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କିପରି ୨ ଦଶନ୍ଧି ଧରି ବିଜେଡି ପାଇଁ ସେବା କରିଥିଲେ, ସେ କଥା ମନେ ପକାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ କରିଛନ୍ତି ନିଶାଣ ।  ଏଥିସହ କାହିଁକି ସଂତୃପ୍ତ ମିଶ୍ରଙ୍କ ପ୍ରତି ନବୀନଙ୍କ ଏତେ ସହୃଦୟତା ବୋଲି ପ୍ରଶ୍ନ ଉଠାଇଛନ୍ତି ସୌଭିକ୍ ବିଶ୍ବାଳ । 

What's Your Reaction?

like

dislike

love

funny

angry

sad

wow