ଇରାନରେ ବଢୁଛି ହିଂସା

Violence is escalating in Iran. So far, nearly 648 people have reportedly lost their lives in the violence, and the death toll is feared to rise further. In an attempt to control the situation, the Iranian government has imposed restrictions on internet access and phone calls. However, the government has not officially confirmed the number of deaths and injuries. Several organizations have expressed concern over the increasing violence and rising death toll in Iran.

Jan 13, 2026 - 16:42
 0  1
ଇରାନରେ ବଢୁଛି ହିଂସା

ଇରାନରେ ବଢୁଛି ହିଂସା। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କର ହେଲାଣି ମୃତ୍ୟୁ । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ରହିଛି ଆଶଙ୍କା ।ହିଂସା ନିୟନ୍ତ୍ରଣ କରିବା ପାଇଁ,  ଇଣ୍ଟରନେଟ ପ୍ରବେଶ ଏବଂ ଫୋନ କଲ ଉପରେ କଟକଣା ଲଗାଇଛି ଇରାନ ସରକାର। ହେଲେ ଇରାନ ସରକାର ମୃତ ଏବଂ ଆହତଙ୍କ ସଂଖ୍ୟା ଆନୁଷ୍ଠାନିକ ଭାବରେ କରିନାହିଁ ନିଶ୍ଚିତ ।ଇରାନରେ ହିଂସା ଏବଂ ବଢୁଥିବା ମୃତ୍ୟୁ ସଂଖ୍ୟା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଅନେକ ସଂଗଠନ ।

What's Your Reaction?

like

dislike

love

funny

angry

sad

wow