ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ

The Indian team for the upcoming Asia Cup has been announced. Suryakumar Yadav has been appointed as the captain, while Shubman Gill will serve as the vice-captain. Star bowler Jasprit Bumrah will lead the bowling attack. However, Shreyas Iyer, Mohammed Siraj, and Yashasvi Jaiswal have been dropped from the squad. The selected players are: Suryakumar Yadav, Shubman Gill, Abhishek Sharma, Tilak Varma, Hardik Pandya, Shivam Dube, Axar Patel, Jitesh Sharma, Varun Chakravarthy, Arshdeep Singh, Kuldeep Yadav, Sanju Samson, Harshit Rana, Rinku Singh, and Jasprit Bumrah.

Aug 19, 2025 - 16:59
 0  10
ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ

 ଆଗାମୀ ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଦଳର ଅଧିନାୟକ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଥିବାବେଳେ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ ଶୁବମନ ଗିଲ। ସେହିପରିଏସିଆ କପରେ ମୁଖ୍ୟ ବୋଲର ଭୂମିକା ନିର୍ବାହ କରିବେ  ଭାରତୀୟ ତାରକା ବୋଲର ଯଶପ୍ରିତ ବୁମରାହ । ତେବେ ଶ୍ରେୟସ ଆୟର, ମହମ୍ମଦ ସିରାଜ,ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରୁ ଦିଆଯାଇଛି ବାଦ୍‌। ଭାରତୀୟ ଦଳରେ ମନୋନୀତ ହୋଇଥିବା ସମସ୍ତ ଖେଳାଳୀ ହେଲେ ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ , ହର୍ଷିତ ରାଣା, ରିଙ୍କୁ ସିଂ ଏବଂ ଯଶପ୍ରିତ ବୁମରାହ 

What's Your Reaction?

like

dislike

love

funny

angry

sad

wow