ଶେଷରେ ବିସିସିଆଇ ଆଗରେ ନଇଁଲା କେକେଆର
Finally, KKR (Kolkata Knight Riders) has bowed to the BCCI. Following the directive, the franchise has released the Bangladeshi fast bowler. Kolkata Knight Riders have released Bangladesh pacer Mustafizur Rahman from their squad. Earlier, the Board of Control for Cricket in India (BCCI) had instructed the team to release Mustafizur, after which KKR took this decision.
ଶେଷରେ ବିସିସିଆଇ ଆଗରେ ନଇଁଲା କେକେଆର ବା କୋଲକାତା ନାଇଟ୍ ରାଇଡର୍ସ । ନିର୍ଦ୍ଦେଶନାମା ପରେ ବାଂଲା ବୋଲରଙ୍କୁ କଲା ରିଲିଜ୍ । ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିଛି ଫ୍ରାଞ୍ଚାଇଜ୍ । ପୂର୍ବରୁ ମୁସ୍ତାଫିଜୁରଙ୍କୁ ଦଳରୁ ମୁକ୍ତ କରିବାକୁ ଦଳକୁ ନିର୍ଦ୍ଦେଶ ଦେଇଥିଲା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ । ଯାହା ପରେ ଏହି ନିଷ୍ପତ୍ତି ନେଇଛି କେକେଆର ।
What's Your Reaction?