କଳାବାଜାରି ନେଇ ଭୁବନେଶ୍ବର ୧ ନମ୍ବର ହାଟରେ ଚାଲିଛି ରେଡ୍
ଵଜାରରେ କଳାବାଜାରି ହୋଇ ଆଳୁ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ ମୁଡରେ ଯୋଗାଣ ବିଭାଗ। ଆଜି ସକାଳୁ ସକାଳୁ ଆଳୁ ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବର ୧ ନମ୍ବର ହାଟରେ ଚାଲିଛି ରେଡ୍। ତେବେ ସେଠାରେ ଥିବା ଅଧିକାଂଶ ଆଳୁ ଓ ପିଆଜ ଗୋଦାମ ଉପରେ କରଯାଇଛି ଚଢ଼ଉ । ବିଭିନ୍ନ ପରିବା ସାମଗ୍ରୀର ଦରଦାମ ସଂପର୍କରେ ପଚାରି ବୁଝିବା ସହ ଠିକ ଭାବେ ସରକାର ଆଦେଶକୁ ପାଳନ କରାଯାଉଛି କି ନାହିଁ, ସେନେଇ ମଧ୍ଯ କରୁଛନ୍ତି ତଦାରଖ ।
What's Your Reaction?