ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା

Dec 29, 2024 - 13:24
 0  9
ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା।ମୁଆନ ବିମାନ ବନ୍ଦରରେ ଅବତରଣବେଳେ ଖସିପଡିଲା ଯାତ୍ରାବାହୀ ବିମାନ  ୧୭୫ ଜଣ ଯାତ୍ରି ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ।ଅବତରଣ ଠିକ୍ ପୂର୍ବରୁ ଏହା କ୍ରାସ୍ ହୋଇଛି ।ଦୁର୍ଘଟଣାରେ ବ୍ୟାପକ ମୃତାହତର ସୂଚନା ମଧ୍ୟ ଆସୁଛି  ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ମିଳୁଛି ଖବର ଥାଇଲାଣ୍ଡରୁ ଉତ୍ତର କୋରିଆ ଫେରୁଥିଲା ଏହି ବିମାନଟି।

What's Your Reaction?

like

dislike

love

funny

angry

sad

wow