ଖଣ୍ଡଗିରିରୁ ଏମ୍ସ ଯାଏଁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

Ambulances will no longer be stuck in traffic. A dedicated ambulance corridor will be developed from Khandagiri to AIIMS. This major decision was taken during a review meeting of the Works Department, informed Prithviraj Harichandan. In the meeting, it was decided to construct a three-lane service road from Khandagiri to Kalinganagar. Out of these, one lane will be reserved exclusively for ambulances. As a result, after crossing Khandagiri Square, ambulances will be able to reach AIIMS directly without any hindrance. It may be noted that the AIIMS Director had requested the creation of a separate ambulance corridor to AIIMS.

 ଖଣ୍ଡଗିରିରୁ ଏମ୍ସ ଯାଏଁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

 ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ।ଖଣ୍ଡଗିରିରୁ ଏମ୍ସ ଯାଏଁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ।  ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ବୈଠକରେ  ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ହୋଇଛି ନିଷ୍ପତ୍ତି । ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରହିବ ସଂରକ୍ଷଣଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ପହଞ୍ଚିପାରିବ ଏମ୍ସରେ । ତେବେ ଏମ୍ସକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ  ଅନୁରୋଧ କରିଥିଲେ ଏମ୍ସ ନିର୍ଦ୍ଦେଶକ ।