ଚଳନ୍ତା ରେଳରୁ ଖସି ୫ ମୃତ

Passengers fell from the moving Pushpak Express heading to Lucknow, resulting in the death of five people and injuries to several others. The tragic incident occurred in the morning. According to reports, due to extreme crowding, many passengers were hanging near the train doors when the accident took place. Some videos of the incident have gone viral on social media. The railway authorities have initiated an investigation into the matter.

Jun 9, 2025 - 12:04
 0  1
ଚଳନ୍ତା ରେଳରୁ ଖସି ୫ ମୃତ

ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଚଳନ୍ତା ପୁଷ୍ପକ ରେଳରୁ ଖସିପଡ଼ିଲେ ଯାତ୍ରୀ । ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ଏକାଧିକ  । ସକାଳ ସମୟରେ ଘଟିଛି ଏହି ଦୁର୍ଘଟଣା ।ସୂଚନା ଅନୁଯାୟୀ, ରେଳରେ ବହୁତ ଭିଡ଼ ଯୋଗୁଁ ଦ୍ୱାର ମୁହଁରେ ଝୁଲି ଯାତ୍ରା କରୁଥିଲେ ଯାତ୍ରୀ। ଏହି ସମୟରେ ଘଟିଥିଲା ଦୁର୍ଘଟଣା  । ଏହି ଘଟଣାର କିଛି ଭିଡିଓ ସାମାଜିକ ଗଣମାଧ୍ଯମରେ ହେଉଛି ଭାଇରାଲ । ଏନେଇ ତଦନ୍ତ ଆରମ୍ଭ କରିଛି  ରେଲୱେ ପ୍ରଶାସନ । 




What's Your Reaction?

like

dislike

love

funny

angry

sad

wow