ସୁନାଦରରେ ବଡ ପରିବର୍ତ୍ତନ

Aug 9, 2024 - 15:34
 0  2
ସୁନାଦରରେ ବଡ ପରିବର୍ତ୍ତନ

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି  ୬୪ ହଜାର ୨୫୦ ଟଙ୍କା ।ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪, ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦, ୦୯୦ ହୋଇଛି।ଅନ୍ୟପଟେ କେଜି ପ୍ରତି ୮୩,୦୦୦ ଟଙ୍କା ହୋଇଛି ରୂପା ଦର  । 

What's Your Reaction?

like

dislike

love

funny

angry

sad

wow