ଜାଡ଼ରେ ଥରୁଛି ସାରା ଓଡ଼ିଶା,ଆଉ ଦୁଇ ଦିନ ଲାଗି ରହିବ ଶୀତ
The entire state of Odisha is shivering due to severe cold conditions. The cold wave is expected to persist for the next two days. A yellow warning has been issued for 11 districts for today, while fog is likely to affect 13 districts over the next three days. Cold and dry winds from the north-west and northern directions are intensifying, making the chill more severe. Due to this effect, cold conditions are expected to prevail across the state till the 17th. However, from the 18th, the weather is likely to turn cloudy due to the impact of a western disturbance, which may lead to a rise in temperature and a reduction in cold, according to weather experts.
ଜାଡ଼ରେ ଥରୁଛି ସାରା ଓଡ଼ିଶା ।ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ । ଆଜି ପାଇଁ ୧୧ ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା। ୩ ଦିନ ଯାଏ ୧୩ ଜିଲ୍ଲାରେ କୁହୁଡ଼ି ହେବାର ରହିଛି ସମ୍ଭାବନା । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢୁଥିବାବେଳେ ଏହା ଆହୁରି ହେଉଛି ଶକ୍ତିଶାଳୀ । ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ମେଘୁଆ ରହିବ ପାଗ । ଏହା ତାପମାତ୍ରା ବଢ଼ାଇବା ସହ ଶୀତ କମିଯିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
What's Your Reaction?