ତାମିଲନାଡୁରେ ଡିଏମକେକୁ ବଡ ଝଟକା

May 4, 2026 - 12:25
 0  1
ତାମିଲନାଡୁରେ ଡିଏମକେକୁ ବଡ ଝଟକା

ତାମିଲନାଡୁ ନିର୍ବାଚନରେ ଡିଏମକେକୁ ବଡ ଝଟକା । ପ୍ରାରମ୍ଭିକ ଧାରା ଅନୁସାରେ ତାମିଲନାଡୁରେ ଟିଭିକେ ସୁନାମି ସୃଷ୍ଟି କରିଛି। ସିନେମା ପରଦାର ସୁପରଷ୍ଟାର ବିଜୟ ଥାଲାପତି ଏବେ ରାଜନୀତି ପଡ଼ିଆରେ ମାରିଛନ୍ତି 'ବ୍ଲକବଷ୍ଟର' ଏଣ୍ଟ୍ରି। ଫଳରେ ଥଲପତି ବିଜୟଙ୍କ ଘର ଆଗରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।  ଅନ୍ୟପଟେ ଚେନ୍ନାଇ ସ୍ଥିତ ଡିଏମକେ ମୁଖ୍ୟାଳୟ 'ଅନ୍ନା ଅରିଭାଲୟମ'ର ଦୃଶ୍ୟ ଏବେ ସବୁ କିଛି ବୟାନ କରୁଛି। ଯେଉଁଠି ଉତ୍ସବ ହେବାର ଥିଲା, ସେଠାରେ ଏବେ ଟେଣ୍ଟ ଉଖୁଡ଼ା ଚାଲିଛି। ଟ୍ରେଣ୍ଡରେ ଦଳ ତୃତୀୟ ସ୍ଥାନକୁ ଖସିଯିବା ପରେ କର୍ମୀଙ୍କ ଆଖିରେ ଏବେ ଲୁହ ଝରୁଛି। 

What's Your Reaction?

like

dislike

love

funny

angry

sad

wow