ଥଣ୍ଡାରୁ ମିଳିବ ଆଶ୍ୱସ୍ତି, ୨ରୁ ୪ଡିଗ୍ରୀ ବଢ଼ିଯିବ ତାପମାତ୍ରା
ଥଣ୍ଡାରୁ ମିଳିବ ଆଶ୍ୱସ୍ତି । ଆଜି ରାତିରୁ ୨ରୁ ୪ଡିଗ୍ରୀ ବଢ଼ିଯିବ ତାପମାତ୍ରା । ଫଳରେ କମିବ ଥଣ୍ଡା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଥଣ୍ଡା କମିବା ସହ ରହିବ ଘନ କୁହୁଡ଼ି । ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବାର ରହିଛି ସମ୍ଭାବନା ।
What's Your Reaction?