ଦିଲ୍ଲୀରେ ଘରୁ ରହି କାମ କରିବେ ଅଧା ସରକାରୀ କର୍ମଚାରୀ

Delhi’s air pollution has become suffocating. The worsening air quality in the national capital has now emerged as a serious challenge for everyone. To deal with the situation, the government has directed that 50 percent of employees in all offices should work from home. Earlier, the Delhi government had decided that vehicles without a valid pollution-under-control (PUC) certificate would not be allowed to purchase petrol or diesel. Following this, the Delhi government has taken several more stringent decisions today to curb the rising pollution levels.

ଦିଲ୍ଲୀରେ ଘରୁ ରହି କାମ କରିବେ ଅଧା ସରକାରୀ କର୍ମଚାରୀ

ଅଣନିଶ୍ୱାଶୀ କଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଆହ୍ୱନ। ଆଉ ଏବେ ଏହାର ମୁକାବିଲା କରିବା ପାଇଁ ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ସରକାର । ତେବେ ଗୋଟିଏ ଦିନ ପୂର୍ବରୁ, ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ମିଳିବ ନାହିଁ ପେଟ୍ରୋଲ ଏବଂ ଡିଜେଲ । ଏହାପରେ ଆଜି ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।