ଦୁଇ ଶହ କୋଟିର ଗଞ୍ଜେଇ ତେଲ ଜବତ

Feb 26, 2026 - 16:24
 0  1
ଦୁଇ ଶହ କୋଟିର ଗଞ୍ଜେଇ ତେଲ ଜବତ

ଅପରେସନ ଗ୍ରୀନ କ୍ଲିନ ରେ ବଡ ସଫଳତା ପାଇଛି କୋରାପୁଟ ପୋଲିସ।ଆନ୍ଧ୍ର ଓଡିଶା ସୀମାନ୍ତ ଜଳାପୁଟ ଜଳଭଣ୍ଡାର ଭିତରେ ୧୮୦୦ ଲିଟର ଗଞ୍ଜେଇ ତେଲ ତଥା ଆଶିଷ ତେଲ ହୋଇଛି ଜବତ ,ଯାହାର ଆନୁମାନକ ମୂଲ୍ୟ ୨୦୦ କୋଟି ଟଙ୍କା । ଏଥି ସହିତ ୧୦୦ କେଜି ଗଞ୍ଜେଇ ବି ଜବତ ହୋଇଥିବା ମିଳିଛି ସୂଚନା । ଜବତ ଗଞ୍ଜେଇ ର ମୂଲ୍ୟ ୫ କୋଟି ଟଙ୍କା ।ତେବେ ମାଷ୍ଟର ମାଇଣ୍ଡ ଫେରାର ଥିବା ବେଳେ ଖୋଜୁଛି ପୋଲିସ I

What's Your Reaction?

like

dislike

love

funny

angry

sad

wow