ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି ବିରାଟ କୋହଲି
୨୦୨୬ ପାଇଁ ପ୍ରକାଶ ପାଇଛି ପ୍ରଥମ ICC ର଼୍ୟାଙ୍କିଙ୍ଗ। ବର୍ଷ ଆରମ୍ଭରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ଏବେ ତଳକୁ ଖସି ଯାଇଛନ୍ତି ପୂର୍ବରୁ ନମ୍ବର ୱାନ ସ୍ଥାନରେ ଥିବା ରୋହିତ ଶର୍ମା । ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ସମୟରେ ଏହି ର଼୍ୟାଙ୍କିଙ୍ଗରେ ଦେଖାଯାଉଛି କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ଏହି ସିରିଜ ବର୍ତ୍ତମାନ ଚାଲିଛି, ତେଣୁ ଭବିଷ୍ୟତରେ ଆହୁରି ପରିବର୍ତ୍ତନ ନେଇ କରାଯାଉଛି ଆଶା ।
What's Your Reaction?