ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା

Apr 4, 2026 - 16:41
 0  6

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା । ବିଶ୍ୱ ସ୍ତରରେ ପହଞ୍ଚିବ ରାଜ୍ୟର ପର୍ଯ୍ୟଟନ  । ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍ ।  ‘ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଓଡ଼ିଶା ପର୍ଯ୍ୟଟନ ଦୌଡ଼ିବ ବୋଲି କହିଛନ୍ତି ଶାସନ ସଚିବ ।

What's Your Reaction?

like

dislike

love

funny

angry

sad

wow