ପୁଣି ବଢିବ ତାପମାତ୍ରା

ଓଡିଶାରେ ଏବେ ଶୁଖିଲା ରହିବ ପାଗ । ଦୁଇଦିନ ପରେ ଦିନ ଓ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବାର ରହିଛି ସମ୍ଭାବନା । ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନ ଓ ରାତି ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
What's Your Reaction?






