ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।ନାରୀ ନିର୍ଯାତନାକୁ ବିରୋଧ କରି ମାର୍ଚ୍ଚ ୧୦ରେ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଏଡିଏମ୍ କାର୍ଯ୍ୟାଳୟ ସାମ୍ନାରେ କରିବ ବିକ୍ଷୋଭ ପ୍ରଦର୍ଶନ। ଏନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ।
What's Your Reaction?