ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର
The government will provide essential ration items at subsidized rates. This information was shared by Food Supply Minister Krushna Chandra Patra. He said that at these nutrition centers, essential items like rice, flour, sugar, salt, and lentils will be available at subsidized prices. As a pilot project, five nutrition centers are planned to be opened initially. The scheme will include people from the middle-income group as well. Guidelines regarding the eligibility criteria are currently being prepared by the department. Currently, around 3.26 crore beneficiaries are covered under the food security scheme. With the addition of these nutrition centers, nearly 50 lakh more beneficiaries may be included, said the Food Supply Minister.

ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ, ପୋଷଣ କେନ୍ଦ୍ରରେ ସବ୍ସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ । ପାଇଲଟ୍ ପ୍ରକଳ୍ପ ଭାବରେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ହୋଇଛି ଯୋଜନା । ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ କରାଯିବ ସାମିଲ । ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି ବିଭାଗ । ବର୍ତ୍ତମାନଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି ୩ କୋଟି ୨୬ ଲକ୍ଷ ହିତାଧିକାରୀ । ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
What's Your Reaction?






