ବଢ଼ୁଥିବା ତାପମାତ୍ରା ଭିତରେ ଆଶ୍ଵସ୍ତି ଆଣିବ ବର୍ଷା

Feb 17, 2026 - 13:21
 0  0
 ବଢ଼ୁଥିବା ତାପମାତ୍ରା ଭିତରେ ଆଶ୍ଵସ୍ତି ଆଣିବ ବର୍ଷା

 ବଢ଼ୁଥିବା ତାପମାତ୍ରା ଭିତରେ ବର୍ଷା ଆଣିଦେବ ସାମାନ୍ୟ ଆଶ୍ଵସ୍ତି । ଫେବୃଆରୀ ୧୭, ୧୮ ଓ ୧୯ ତାରିଖରେ ୧୦ଟି ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯେଉଁ ରାଜ୍ୟଗୁଡ଼ିକ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି ସେଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ ।ସେହିପରି ଫେବୃଆରୀ ୧୮ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ମଧ୍ୟ ହୋଇପାରେ ଦୃଶ୍ୟମାନ। 

What's Your Reaction?

like

dislike

love

funny

angry

sad

wow