ବଦଳିବ ରିଲିଫ୍ କୋଡର ନା

ବଦଳିବ ରିଲିଫ୍ କୋଡର ନା

ବଦଳିବ ରିଲିଫ୍ କୋଡର ନାମ । ଏହା ବ୍ରିଟିସ ଅମଳର ନାମ ହୋଇଥିବାରୁ ଏବେ ଏହାର ନାମ ବଦଳାଇ କୁହାଯିବ ବିପର୍ଯ୍ୟୟ ରାଶି ।ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତକୁ ମିଳିବ ସହାୟତା। ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ  ରିପୋର୍ଟ ପାଇବା ମାତ୍ରେ କ୍ଷତିପୂରଣ ରାଶି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।