ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ବଡ଼ ଝଟକା

Apr 15, 2026 - 16:31
 0  2
ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ବଡ଼ ଝଟକା

ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ବଡ଼ ଝଟକା। ପୱନ ଖେଡ଼ାଙ୍କ ଅନ୍ତରୀଣ ଜାମିନ୍ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚଅଦାଲତ । ଆସାମ ସରକାରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ତେଲେଙ୍ଗାନା ଉଚ୍ଚନ୍ୟାୟାଳୟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚଅଦାଲତ  । ପୱନ ଖେଡ଼ାଙ୍କୁ ଆସାମ ନ୍ୟାୟାଳୟ ଯିବାକୁ ସର୍ବୋଚ୍ଚଅଦାଲତ  ନିର୍ଦ୍ଦେଶ ଦେବା ସହିତ ତାଙ୍କୁ ଜାରି କରାଯାଇଛି ନୋଟିସ୍ । ୩ ସପ୍ତାହରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚଅଦାଲତ  ।

What's Your Reaction?

like

dislike

love

funny

angry

sad

wow