ବିଦ୍ୟାଳୟରେ ବାଧ୍ୟତାମୂଳକ ହେବ ଯୋଗ ଓ ପ୍ରାଣାୟାମ ଶିକ୍ଷା

Jul 21, 2024 - 13:22
 0  18
ବିଦ୍ୟାଳୟରେ ବାଧ୍ୟତାମୂଳକ ହେବ ଯୋଗ ଓ ପ୍ରାଣାୟାମ ଶିକ୍ଷା

ଏଣିକି ବିଦ୍ୟାଳୟରେ ବାଧ୍ୟତାମୂଳକ ହେବ ଯୋଗ ବା ପ୍ରାଣାୟମ।ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ଏହି ନିର୍ଦ୍ଦେଶାନାମା ଜାରି କରିଛି ଶିକ୍ଷା ନିର୍ଦ୍ଦେଶାଳୟ। ବିଦ୍ୟାଳୟରେ ପ୍ରାର୍ଥନା ପରେ ୧୦ ମିନିଟ୍ ପାଇଁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗ ବା ପ୍ରାଣାୟମ କରିବେ ଛାତ୍ରଛାତ୍ରୀ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ କରାଯିବ ଚିହ୍ନଟ । ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ବିଦ୍ୟାଳୟକୁ ପ୍ରଦାନ କରାଯିବ ଯୋଗ କିଟ୍ସ । 

What's Your Reaction?

like

dislike

love

funny

angry

sad

wow