ଯୁଦ୍ଧ ଭିତରେ ଖସୁଛି ସୁନା-ରୁପା ଦର

Mar 19, 2026 - 16:42
 0  1
ଯୁଦ୍ଧ ଭିତରେ ଖସୁଛି ସୁନା-ରୁପା ଦର

ଯୁଦ୍ଧ ଭିତରେ ଖସୁଛି ସୁନା-ରୁପା ଦର । ବର୍ତ୍ତମାନ ୧୦ ଗ୍ରାମ୍ ପ୍ରତି ଲକ୍ଷେ ୫୪ ହଜର ୬୪୦ ଟଙ୍କା ରହିଛି  ୨୪ କ୍ୟାରେଟ୍ ସୁନା ।ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ରହିଛି ଲକ୍ଷେ ୪୧ ହଜାର ୭୫୦ ଟଙ୍କା ।ରୁପା ଦରରେ ବି ଆଜି ହୋଇଛି ବଡ଼ ପରିବର୍ତ୍ତନ।  କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇ ୨ ଲକ୍ଷ ୬୫ ହଜାର ଟଙ୍କାକୁ ଖସିଛି  ରୁପା ।

What's Your Reaction?

like

dislike

love

funny

angry

sad

wow