ରାଜ୍ୟକୁ ପୁଣି ଫେରିପାରେ ହାଲୁକା ଥଣ୍ଡା
Light cold conditions may return to the state. Over the next three days, night temperatures may fall by 2 to 3 degrees Celsius. People may experience temporary cold weather. In the following three days, night temperatures are likely to rise slightly again. This forecast has been issued by the Bhubaneswar Meteorological Centre.
ରାଜ୍ୟକୁ ପୁଣି ଫେରିପାରେ ହାଲୁକା ଥଣ୍ଡା। ଆସନ୍ତା ୩ ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ରାତି ତାପମାତ୍ରା। ସାମୟିକ ଭାବେ ଅନୁଭୂତ ହୋଇପାରେ ଶୀତ। ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବାର ରହିଛି ସମ୍ଭାବନା । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
What's Your Reaction?