ରାଜ୍ୟରେ ଖୋଲିବ ଏଆଇ ବିଦ୍ୟାଳୟ
ରାଜ୍ୟରେ ଖୋଲିବ ଏଆଇ ବା କୃତ୍ରିମ ବୁଦ୍ଧିମତା ବିଦ୍ୟାଳୟ। ଏଆଇ କମ୍ପାନୀ ସର୍ଭମ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଏଆଇ ବିଦ୍ୟାଳୟ ଖୋଲିବା ନେଇ ଖୁବ୍ଶୀଘ୍ର ହେବ ଚୁକ୍ତି । କୃତ୍ରିମ ବୁଦ୍ଧିମତାଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
What's Your Reaction?