ସୁସ୍ଥ ହେଲେ ମହମ୍ମଦ ଶାମି

Nov 12, 2024 - 16:45
 0  2
ସୁସ୍ଥ ହେଲେ ମହମ୍ମଦ ଶାମି

ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଭାରତୀୟ ଦଳର  ଦ୍ରୁତ ବୋଲର ମହମ୍ମଦ ଶାମି । ଏବେ ସେ ପଡିଆକୁ ଫେରିବାକୁ ଅଛନ୍ତି ପ୍ରସ୍ତୁତ । ବୁଧବାରଠାରୁ ମଧ୍ୟପ୍ରଦେଶ ଏବଂ ବଙ୍ଗଳା ଦଳ ରଣଜୀ ଟ୍ରଫିରେ ହେବେ । ଏହି ମ୍ୟାଚରୁ ଫେରିବେ ମହମ୍ମଦ ଶାମି । ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମହମ୍ମଦ ଶାମିଙ୍କ ସୁସ୍ଥତା ଭାରତୀୟ ଦଳ  ପାଇଁ ଏକ ଭଲ ଖବର।

What's Your Reaction?

like

dislike

love

funny

angry

sad

wow