ସେନା ଉପରେ ଆତଙ୍କୀ ହମଲା : ଜଣେ ଯବାନ ଆହତ
![ସେନା ଉପରେ ଆତଙ୍କୀ ହମଲା : ଜଣେ ଯବାନ ଆହତ](https://kalingascroll.in/uploads/images/202407/image_870x_669dec5e27d83.jpg)
ଭାରତୀୟ ସେନା ଉପରେ ହୋଇଛି ଆତଙ୍କୀ ହମଲା । ଆହତ ହୋଇଛନ୍ତି ଜଣେ ଯବାନ । ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଗୁଣ୍ଡା ଖବାସ ଅଞ୍ଚଳରେ ଭାରତୀୟ ସେନା ଉପରେ ହୋଇଛି ଆତଙ୍କୀ ହମଲା । ଆତଙ୍କବାଦୀଙ୍କ ବଡଧରଣର ଏହି ଉଦ୍ୟମ ପଣ୍ଡ ହୋଇଛି । ବର୍ତ୍ତମାନ ମଧ୍ୟ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)