ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ

Jul 22, 2024 - 11:00
 0  4
ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ

ଆଜିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଟି ପର୍ଯ୍ୟାୟରେ ଚାଲିବ ଏହି ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଅଧିବେଶନ ହେବ ଆରମ୍ଭ ସେପ୍ଟେମ୍ବର ୧୩ ତାରିଖରେ ଏହା ଶେଷ ହେବ ଆସନ୍ତା ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ ଏଥର ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ଅବସ୍ଥାପିତ ନୂଆ ସରକାର କେଉଁ ଧ୍ୟାନ ଦେଉଛନ୍ତି ତାହାକୁ ନେଇ ବେଶ୍ ଉତ୍ସାହିତ ଜନତା ଅନ୍ୟପଟେ ଆଜିଠୁ ମଧ୍ୟ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ ଯାହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏଥିରେ ମୋଟ ୧୬ ଟି କାର୍ଯ୍ୟଦିବସ ରହିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ କରିବେ ଉପସ୍ଥାପନା

What's Your Reaction?

like

dislike

love

funny

angry

sad

wow