ପୋଲ ଉପରେ ପ୍ରବାହିତ ହେଉଛି  ୩ ଫୁଟର ବନ୍ୟାଜଳ

Aug 9, 2024 - 12:25
 0  2
ପୋଲ ଉପରେ ପ୍ରବାହିତ ହେଉଛି  ୩ ଫୁଟର ବନ୍ୟାଜଳ

ଲଗାଣ ବର୍ଷାରେ ବୃଦ୍ଧି ପାଇଛି ମହାନଦୀର ଜଳସ୍ତର। ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ପ୍ରବାହିତ ହେଉଛି  ୩ ଫୁଟର ବନ୍ୟାଜଳ ।ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଯାତାୟାତ । ମହାନଦୀ ଫୁଲିବା ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ହେଉଛି ପ୍ରବାହିତ। ଯାହାଦ୍ୱାରା ଲୋକମାନେ ବହୁ ଅସୁବିଧାର ହେଉଛନ୍ତି ସମ୍ମୁଖୀନ। ଉକ୍ତ ଅଞ୍ଚଳରେ ହେକ୍ଟର ହେକ୍ଟର ହେକ୍ଟର ଚାଷଜମି ହେଇଛି ଜଳମଗ୍ନ । ସେପଟେ ମୁଣ୍ଡଳୀରେ ମଧ୍ୟ ବୃଦ୍ଧି ପାଇବା ଇବାରେ ଲାଗିଛି ଜଳସ୍ତର। ୫ ଲକ୍ଷ ୯୬ ହଜାର ଘନପୁଟରେ ପହଁଚିଲାଣି ଜଳସ୍ତର । ବର୍ତ୍ତମାନ ମୁଣ୍ଡ ମୁଣ୍ଡଳୀ ଉପର ଭାଗରେ ୮୯.୨୦ ଓ ତଳ ଭାଗରେ   ୮୭.୦୦ ଫୁଟର ଜଳସ୍ତର ରହିଛି । 

What's Your Reaction?

like

dislike

love

funny

angry

sad

wow