ଓଲଟିଲା ବୋଲବମ୍ ବସ୍ : ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

Jul 22, 2024 - 11:08
 0  5
ଓଲଟିଲା ବୋଲବମ୍ ବସ୍ : ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

ଓଲଟିଲା ବୋଲବମ୍ ଭକ୍ତଙ୍କ ବସ୍ ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ । ଯାଜପୁରରେ ବୋଲବମ୍ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥରେ ଚାନ୍ଦପୁର ନିକଟରେ ହୋଇଛି ଦୁର୍ଘଟଣା ଗ୍ରସ୍ତ l ସେଥିରେ ଥିବା ୧୭ଜଣ ଯାତ୍ରୀ ହୋଇଛନ୍ତି ସାମାନ୍ୟ ଆହତ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ କରାଯାଉଛି ଭର୍ତ୍ତି ସୂଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ସାବିତ୍ରୀ ନାମକ ଏକ ଘରୋଇ ବସ ଆନନ୍ଦପୁରରୁ ବୋଲବମ୍ ଭକ୍ତମାନଙ୍କୁ ନେଇ ଯାଉଥିଲା ପୁରୀ ଏହି ସମୟରେ ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର ତେବେ ସ୍ଥାନୀୟ ପୁଲିସ ଆରମ୍ଭ କରିଛି ତଦନ୍ତ  

What's Your Reaction?

like

dislike

love

funny

angry

sad

wow