ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣରେ ୩ ଜଣ ନିହତ l

Sep 23, 2026 - 11:21
ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣରେ ୩ ଜଣ ନିହତ l

 ଡ୍ରୋନ୍ ଓ ମିସାଇଲ୍‌ଦ୍ୱାରା ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ଆକ୍ରମଣ କରିଛି ରୁଷିଆ। ଡ୍ନିପ୍ରୋ ଅଞ୍ଚଳରେ ଅତି କମରେ ମୃତ୍ୟୁ ବରଣ କରିଛନ୍ତି ୩ ଜଣ  ଏବଂ ୬ ଜଣ ହୋଇଛନ୍ତି ଆହତ । ବିଦ୍ୟୁତ୍ ବିନା ରହିଛନ୍ତି ପ୍ରାୟ ୧ ଲକ୍ଷ ଲୋକ   । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଅଛନ୍ତି ଆମେରିକାରେ ।​ 

What's Your Reaction?

like

dislike

love

funny

angry

sad

wow