ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବେ ଟ୍ରମ୍ପ

Sep 23, 2026 - 11:19
ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବେ ଟ୍ରମ୍ପ

ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଯୁଦ୍ଧ, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଜାତିସଂଘର ଭବିଷ୍ୟତ ଉପରେ ହେବ ଆଲୋଚନା । ଟ୍ରମ୍ପ ଆମେରିକାର ଆର୍ଥିକ ସହାୟତା କମାଇ ଦେବା କାରଣରୁ ଜାତିସଂଘର ଭବିଷ୍ୟତ ଉପରେ ଉଠିଛି ପ୍ରଶ୍ନ ।​ 

What's Your Reaction?

like

dislike

love

funny

angry

sad

wow