ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣରେ ୩ ଜଣ ନିହତ l
ଡ୍ରୋନ୍ ଓ ମିସାଇଲ୍ଦ୍ୱାରା ୟୁକ୍ରେନ୍ର ଅନେକ ଅଞ୍ଚଳରେ ଆକ୍ରମଣ କରିଛି ରୁଷିଆ। ଡ୍ନିପ୍ରୋ ଅଞ୍ଚଳରେ ଅତି କମରେ ମୃତ୍ୟୁ ବରଣ କରିଛନ୍ତି ୩ ଜଣ ଏବଂ ୬ ଜଣ ହୋଇଛନ୍ତି ଆହତ । ବିଦ୍ୟୁତ୍ ବିନା ରହିଛନ୍ତି ପ୍ରାୟ ୧ ଲକ୍ଷ ଲୋକ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଅଛନ୍ତି ଆମେରିକାରେ ।
What's Your Reaction?